ଭିଜିଲାନ୍ସ ଜାଲରେ ଏଏସଆଇ । ଲଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ତିଗିରିଆ ଥାନା ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ପାଞ୍ଚ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା । ବହୁଦିନ ପୂର୍ବରୁ ପ୍ରଦୀପଙ୍କ ନାଁରେ ଅଭିଯୋଗ ଆସିଥିଲେ ସୁଦ୍ଧା ସେ ଧରା ପଡ଼ୁ ନ ଥିଲେ । ବହୁ ଦିନରୁ ଭିଜିଲାନ୍ସ ଟିମ୍ ନଜରରେ ପ୍ରଦୀପ ଥିଲେ । Post navigation ଲିଙ୍ଗରାଜ ଷ୍ଟେସନ ଆଗରେ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ ଭୁବନେଶ୍ଵରରେ କରୋନା ଆକ୍ରାନ୍ତ୍ର ଚିହ୍ନଟ ଘଟଣା; ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ସଚିବ