ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆଉ ଏକ ଟନେଲ୍ ଖୋଲିଲା । ପୁରୁଣାକଟକରୁ ଛାରିଛକକୁ ସଂଯୋଗ କରୁଥିବା ସିଙ୍ଗାନିବିଡ଼ାରେ ଏହି ଟନେଲ ଖୋଲିଛି। ପୂର୍ବତଟ ରେଳପଥ ସିଇଓଙ୍କ ଉପସ୍ଥିତିରେ ୭ ନମ୍ବର ଟନେଲ ଖୋଲିଛି। ୭ ନମ୍ବର ଟନେଲର ଦୂରତା ପ୍ରାୟ ୨ କିଲୋମିଟର ରହିଛି। ବର୍ଷ ଶେଷ ସୁଦ୍ଧା ସବୁ ଟନେଲର ଉଭୟ ପଟକୁ ବାଟ ଫିଟିବ ବୋଲି ସିଇଓ କହିଛନ୍ତି।

Leave a Reply

Your email address will not be published. Required fields are marked *