ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ଶାହଙ୍କ ପାଖରେ ଅଟକିଛି ବିଜେପିର ନିଷ୍ପତି । ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବିଜେପିର ନେତୃତ୍ୱ ଭେଟିବେ ବୋଲି ସୂଚନା ମିଳିଛି । ଆସନ ବୁଝାମଣା ବାବଦରେ ବୈଠକ ବସିଥିବା ନେଇ ସୂଚନା ।

ବୈଠକ ପରେ କେନ୍ଦ୍ରୀୟ ନେତୃତ୍ୱ ଶେଷ ନିଷ୍ପତି ଶୁଣାଇବେ ବୋଲି କୁହାଯାଉଛି । ସବୁ କିଛି ଚୂଡ଼ାନ୍ତ ହୋଇଯାଇଛି ବୋଲି ଖବର ମିଳିଛି । କେବଳ ଔପଚାରିକତା ହିଁ ବାକି ଅଛି ।

ଏହା ପୂର୍ବରୁ ଗତ ଦୁଇ ଦିନ ହେବ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *