ରାଜଧାନୀର ରାଜରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ସକାଳୁ ଅଫିସ ଯାଉଥିବା ବେଳେ ଯୁବକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ପୁଲିସ୍ କଣ୍ଟ୍ରୋଲ ରୁମ୍ ରେ କାମ କରୁଥିବା ଜଣାପଡିଛି । ବିଚ୍‌ ରାସ୍ତାରେ ଯାଉଥିବା ବେଳେ ଓଢ଼ଣୀ ଟାଣିବା ସହ ଟଣାଓଟରା କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅସଦାଚରଣ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି କରିଥିବା ଜଣାପଡିଛି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିଲା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *