ତାଜା ଖବର ରାଜ୍ୟ ରାଜଧାନୀରେ ଅସୁରକ୍ଷିତ ଯୁବତୀ: ଅସଦାଚରଣ ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ February 16, 2025 Papirani ରାଜଧାନୀର ରାଜରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ସକାଳୁ ଅଫିସ ଯାଉଥିବା ବେଳେ ଯୁବକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ପୁଲିସ୍ କଣ୍ଟ୍ରୋଲ ରୁମ୍ ରେ କାମ କରୁଥିବା ଜଣାପଡିଛି । ବିଚ୍ ରାସ୍ତାରେ ଯାଉଥିବା ବେଳେ…