ରାଜସ୍ଥାନର ରାଜଧାନୀ ଜୟପୁରରେ ସୋମବାର ଦିନ ‘କକ୍ରୋଚ୍ ଜନତା ପାର୍ଟି’ (CJP)ର ବିକ୍ଷୋଭ ପ୍ରଦର୍ଶନ ସମୟରେ ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦୁଇ ଜଣ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଅପ୍ରତ୍ୟାଶିତ ଘଟଣା ଯୋଗୁଁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଜିତଙ୍କ ସମର୍ଥକମାନେ ତୁରନ୍ତ ସକ୍ରିୟ ହୋଇ ଉଭୟ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ ଏବଂ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave a Reply

Your email address will not be published. Required fields are marked *