ଭୁବନେଶ୍ୱରର ବଡ଼ଗଡ଼ା ଅଞ୍ଚଳର ଚିଲିପୋଖରୀ ନିକଟରେ ନକଲି ନୋଟ କାରବାର କରୁଥିବା ଦୁଇ ଯୁବକଙ୍କୁ ଧରିଲେ ସ୍ଥାନୀୟ ଲୋକ । ଜାଲ୍ ନୋଟ୍ ଦେଇ ଦୋକାନରୁ କିଣୁଥିବା ବେଳେ ଧରାପଡିଛନ୍ତି ଦୁଇ ଯୁବକ। ଖବର ପାଇ ପୋଲିସ ଦୁଇ ଜଣଙ୍କୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । Post navigation Headless Body Found in Baramunda: ରାଜଧାନୀରେ ହିଟ୍ ଆଣ୍ଡ ରନ୍; ଦୁର୍ଘଟଣା ପରେ ମୃତଦେହକୁ ଦୁଇ କିଲୋମିଟର ଟାଣି ନେଲା କିଲର୍ ଗାଡି