୧୯୯୯ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ଐତିହାସିକ ବିଜୟ ଏବଂ ସାହସୀ ସୈନିକଙ୍କ ବଳିଦାନର ପ୍ରତୀକ ଭାବରେ ପ୍ରତିବର୍ଷ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ। କାରଗିଲ ବିଜୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ବହୁ ନେତାମାନେ ସମସ୍ତେ ସାହସୀ ସୈନିକଙ୍କ ବୀରତ୍ୱକୁ ମନେ ପକାଇଛନ୍ତି। ମନ୍ କି ବାତ୍ରେ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ । କାର୍ଗିଲର ପ୍ରତିକୂଳ ସ୍ଥିତିରେ ଭାରତୀୟ ଯବାନଙ୍କ ବୀରତ୍ବର ପରାକାଷ୍ଠା ମନେ ରହିବ।ଆମର ଦେଶ ଭାରତର ସୁରକ୍ଷା ପାଇଁ ସାହସୀ ସୈନିକଙ୍କ ଅସାଧାରଣ ସାହସ ଏବଂ ସମର୍ପଣ ପ୍ରତି କୃତଜ୍ଞତା ପ୍ରକାଶ କରେ। Post navigation Adhara Pana Ritual: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି BBSR Joins ‘Catch The Rain’ Initiative: କ୍ୟାଚ୍ ଦ ରେନ୍ ପ୍ରୋଗ୍ରାମରେ ସାମିଲ ହୋଇଛି ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି