ଆଜି ମହାପ୍ରଭୁଙ୍କ ଅଧରପଣା ନୀତି। ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ହେବ । ରାତି ୮ଟା ବେଳକୁ ଏହି ନୀତି ସମ୍ପାଦିତ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। Post navigation Low-Pressure Rain in Odisha: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି Kargil Vijay Diwas: ଆଜି ୨୭ତମ କାର୍ଗିଲ ବିଜୟ ଦିବସ