କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେଡି ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର Gen Z ଏବଂ ଯୁବସମାଜକୁ ପ୍ରଶଂସା କରିଛନ୍ତି । ନବୀନ କହିଛନ୍ତି, ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ । ତାଙ୍କ କହିବା ଅନୁଯାୟୀ, ଲୋକଙ୍କ ଇଚ୍ଛା ଶକ୍ତି ଠାରୁ କେହି ବଡ଼ ନୁହନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ବିଶେଷ କରି ଯୁବସମାଜର ସ୍ୱର ଶୁଣିବା ଉଚିତ । କାରଣ ଭାରତର ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ଆମ ଯୁବସମାଜ ଉପରେ ନିର୍ଭରଶୀଳ । Post navigation Odisha CM Praises Dharmendra Pradhan: ଇସ୍ତଫା ପରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ CJP Ends Protest: CJP का आंदोलन समाप्त: सरकार ने मान ली छात्रों की सभी मांगें