ନିଟ୍ ପେପର ଲିକ୍ ପ୍ରତିବାଦରେ CJP ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ । ଜନପଥ, ରାଜୀବ ଚୌକ, ପଟେଲ ଚୌକ ସମେତ ୧୬ ଷ୍ଟେସନରେ ମେଟ୍ରୋ ବାତିଲ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ବାତିଲ କରାଯାଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଯାତ୍ରା ପୂର୍ବରୁ ମେଟ୍ରୋ ସୂଚନା ନେବାକୁ ଅନୁରୋଧ କରାଯାଇଛି । Post navigation Bahuda Jatra 2026: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ CJP Protest: CJP ଆନ୍ଦୋଳନକୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା; ତ୍ୱରିତ ଶୁଶାଣି ଆବେଦନକୁ ଖାରଜ