ଶରଧାବାଲିରେ ତାଳଧ୍ବଜ ରଥ ହେଲା ଦକ୍ଷିଣ ମୋଡ଼ । ତାଳଧ୍ବଜ ପରେ ନନ୍ଦିଘୋଷ ରଥ ହେଲା ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରହଣି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀଜଗନ୍ନାଥ ମନ୍ଦିରକୁ ଫେରିବା ପାଇଁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି। ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଥିଲା । ଆଜି ଦ୍ୱିତୀୟ ଦିନରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ନୀତି ଆରମ୍ଭ ହୋଇଛି । ଏହା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ । Post navigation COVID Cases in Brahmapur: ଓଡ଼ିଶାରେ କରୋନା ଭୟ; ବ୍ରହ୍ମପୁରରେ କୋଭିଡ ଭାଇରସ୍ ସଂକ୍ରମଣକୁ MKCGର ଖଣ୍ଡନ Bahuda Jatra 2026: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ