ବୁଗୁଡ଼ା ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ବିଜେପି ଛାଡ଼ି ପୁଣି ବିଜେଡିରେ ସାମିଲ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷା । ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ଆଣି ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି ନିଜର ସମର୍ଥତ ଅନେକ ଜନପ୍ରତିନିଧି ଏବଂ କର୍ମୀଙ୍କୁ ନେଇ ଆଜି ବିଜେଡିରେ ମିଶିଛନ୍ତି ।

 

Leave a Reply

Your email address will not be published. Required fields are marked *