ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ପାଇଲଟ୍ ଗାଡ଼ିକୁ ପଛରୁ ପିଟିଲା ମନ୍ତ୍ରୀଙ୍କ କାର୍ । ଗାଡ଼ିର ସୁରକ୍ଷା ବେଲୁନ୍ ବାହାରି ଯିବାରୁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏହା ପରେ ଅନ୍ୟ ଏକ ଗାଡ଼ିରେ ସ୍ବାସ୍ଥ୍ୟମନ୍ତ୍ରୀ ମୟୂରଭଞ୍ଜ ଯାଇଥିବା ଜଣାପଡିଛି । Post navigation Odisha pushes PNG Expansion, urges LPG Consumers to shift to Cleaner Fuel Odisha CM suspends IPS Dayal Gangwar over Balianta Lynching Case