ପୁରୀରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ । ଶ୍ରୀମନ୍ଦିର ପ୍ରଶାସନର ନୂତନ ନିୟମକୁ ନେଇ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି ବିଶ୍ୱକର୍ମା ମହାରଣା । ପୂର୍ବରୁ ୪ ଫୁଟ୍‌ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ମାତ୍ର ପ୍ରଶାସନର ନିୟମ ଅନୁଯାୟୀ ବଳକା କାଠ ନେବା ଉପରେ କଟକଣା ଲାଗିବ ପରେ। ଏହାକୁ ନେଇ ରଥ ନିର୍ମାଣ କାମ ବନ୍ଦ କରିଛନ୍ତି ବିଶ୍ୱକର୍ମା ମହାରଣା ।

Leave a Reply

Your email address will not be published. Required fields are marked *