ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଦପ୍ତରରୁ ୨ଟି ତଦନ୍ତ କମିଶନ ରିପୋର୍ଟ ଗାଏବ ହୋଇଥିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିବା  ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଏ ନେଇ ପତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯଦି ସେମିତି କୌଣସି ରିପୋର୍ଟ ଚୋରି ଅଭିଯୋଗ ଆସେ ତାହେଲେ ସରକାର ତଦନ୍ତ କରିବେ । କେଉଁ ବିଧାୟକ କେଉଁ କଥା କହୁଛନ୍ତି, ସତ୍ୟତା ଅଛି ନା ନାହିଁ ଅନୁଧ୍ୟାନ ହେବ ।

Leave a Reply

Your email address will not be published. Required fields are marked *