ତାଜା ଖବର ରାଜନୀତି ରାଜ୍ୟ Missing Reports In CM Office: ପୂର୍ବ ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଚୋରି ଘଟଣା; ଅଭିଯୋଗ ଆସିଲେ ହେବ ତଦନ୍ତ: CM June 7, 2026 Papirani ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଦପ୍ତରରୁ ୨ଟି ତଦନ୍ତ କମିଶନ ରିପୋର୍ଟ ଗାଏବ ହୋଇଥିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଏ ନେଇ ପତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ…