ଏସ୍ଆଇଆର୍ କାମରେ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଡ଼ିଓ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ନିଲମ୍ବନ । ଦାୟିତ୍ୱରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ପାଇଁ ବିଡିଓ ବନଜା ଦାସଙ୍କୁ ନିଲମ୍ବନ କରାଯାଇଛି । ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଜାରି କରାଯାଇଛି । Post navigation Gang Attack in Jagtsinghpur: ଜଗତସିଂହପୁରରେ ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ Major Setback for Didi; Expelled TMC leader Ritabrata Banerjee claims to have become LoP