ବିଜେଡି ଛାଡ଼ିଲେ ରଞ୍ଜନ ବିଶ୍ୱାଳ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା । ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଦଳରେ କ୍ରମାଗତ ଭାବେ ଅଣଦେଖା ଓ ଅବହେଳା ନେଇ ଅଭିଯୋଗରେ ସେ ଆଜି ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ଘନିଷ୍ଠ ସହଯୋଗୀ ସହ ପୂର୍ବତନ କର୍ପୋରେଟର, ଜୀବନ ବିନ୍ଦୁ କଟକ ସିଟି ସଂଯୋଜକ ଥିଲେ ରଞ୍ଜନ ବିଶ୍ୱାଳ ।

 

Leave a Reply

Your email address will not be published. Required fields are marked *