ଭୁବନେଶ୍ବର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ପ୍ୟାନେଲ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ୨ ଜୀବନ୍ତ ଦଗ୍ଧ  । ଜଣେ ସୁରକ୍ଷା କର୍ମୀ ଓ କେୟାର ଟେକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିବା ସୂଚନା ।

ମୃତକଙ୍କ ନାମ ବିଶ୍ୱଜିତ ବେହେରା ଏବଂ ସୁଲଭା ବେହେରା ବୋଲି ଚିହ୍ନଟ କରାଯାଇଛି। ଅଗ୍ନିକାଣ୍ଡରେ ଜଣେ ନାବାଳିକା ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *