ପଶ୍ଚିମବଙ୍ଗ ନିର୍ବାଚନରେ ହାରିବା ପରେ ନିଜ ପଦ ଛାଡିବାକୁ ମନା କରି ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି ମମତା ବାନାର୍ଜୀ।ଶହେରୁ ଅଧିକ ସିଟ୍ ବିଜେପି ଚୋରି କରିଥିବା ଅଭିଯୋଗ ଆଣି ସେ କହିଛନ୍ତି ଆମେ ବେଙ୍ଗଲରେ ପରାଜିତ ହୋଇନାହୁଁ । CEC ନିର୍ବାଚନରେ ଭିଲେନ୍ ସାଜିଥିଲା । ଆମେ ନିର୍ବାଚନ ହାରିନାହୁଁ । ଶହେରୁ ଅଧିକ ସିଟ୍ ଚୋରି ହୋଇଛି । Post navigation Mamata refuses to Resign, alleges ‘100 Seats Looted’ in Conspiracy BJD Announces State Office Bearers: ୮୯ ଜଣ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି