ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ସୀମା ଅନ୍ତର୍ଗତ ଖିରିଡା ଗାଁରେ ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ଘଟଣା ହିଞ୍ଜିଳି ପୋଲିସ ସୀମା ଅନ୍ତର୍ଗତ ଖିରିଡା ଗାଁରେ ଘଟିଛି ।

ଗର୍ଭବତୀ ପ୍ରେମିକା ପୂଜା ସ୍ଵାଇଁକୁ ହତ୍ୟା କଲା ପ୍ରେମିକ ଚିଣ୍ଟୁ ଗୌଡର ଭାଇ । ଗତକାଲି ଠାରୁ ନ୍ୟାୟ ଦାବିରେ ପ୍ରେମିକର ଘର ଆଗରେ ଧାରଣାରେ ବସିଥିବା ପ୍ରେମିକା । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ପୋଲିସ ଦ୍ଵାରା ପ୍ରେମିକର ଭାଇ ଅଟକ ରଖାଯାଇଛି । ମୃତକଙ୍କ ତିନିବର୍ଷର ଏକ ଝିଅ ଥିବା ସୂଚନା ।

Leave a Reply

Your email address will not be published. Required fields are marked *