ଆରମ୍ଭ ହୋଇଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି। ସକାଳ ୮ଟାରେ କଡ଼ା ସୁରକ୍ଷା ମଧ୍ୟରେ କାଉଣ୍ଟିଂ ଆରମ୍ଭ ହୋଇଛି । ୪ ରାଜ୍ୟ- ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ଉପରେ ସାରା ଦେଶର ନଜର ରଖିଛି । ଚଳିତ ବର୍ଷ କିଏ ମାରିବ ବାଜି ତାହାକୁ ନେଇ ନଜର ରଖିଛି ।

 

Leave a Reply

Your email address will not be published. Required fields are marked *