ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ ଅନ୍ତର୍ଯ୍ୟାମୀ ସାହୁ ।ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାସଭବନ ଓ ଅଫିସ୍ ସମେତ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ରେଞ୍ଜର ସାହୁ ଦୁର୍ନୀତି କରିବା ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ବାଲିଗୁଡ଼ା, ବ୍ରହ୍ମପୁର, ଭଞ୍ଜନଗର, ନୟାଗଡ, ଦାରିଙ୍ଗିବାଡ଼ି ଓ କୁକୁଡ଼ାଖଣ୍ଡିରେ କରାଯାଉଛି ଭିଜିଲାନ୍ସ ଚଢାଉ ଜାରି। ଏହି ଚଢ଼ାଉରେ ମୋଟ ୭ ଜଣ ଡିସିପି, ୭ ଜଣ ଇସ୍ପେକ୍ଟର ଏବଂ ୯ ଜଣ ASI ସାମିଲ ଅଛନ୍ତି । Post navigation ବିରୋଧୀଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ: ବିଜେପି ରେଡ୍ ଫ୍ଲାଗ୍ ହେଲା ଶୁଭମିତ୍ରା ମର୍ଡର କେସ୍