ed-seals archana nag's house
ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।
 
ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ୩ ମହଲା ଘର ସହ ଆସବାବପତ୍ର ଆଟାଚ୍ କରିଛି ଇଡି । ପରିବାର ଲୋକଙ୍କୁ ବାହାର କରି ଘର ସିଲ୍ କରିଛି ଇଡି ।
 
୨୦୨୨ ଅର୍ଥ କାରବାର ମାମଲାରେ ସମ୍ପୃକ୍ତି ନେଇ ଏହି ଆକ୍ସନ ନିଆଯାଇଥିବା ସୂଚନା ମିଳିଛି । ଅର୍ଚ୍ଚନାକୁ ପୂର୍ବରୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଇଡି ।

By Nirvay

Leave a Reply

Your email address will not be published. Required fields are marked *