ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଫିସ୍‌ ସମ୍ମୁଖରେ ୩୭ ନଂ ୱାର୍ଡ କର୍ପୋରେଟରଙ୍କ ଧାରଣା । ବିଏମ୍‌ସି ଅଫିସ୍‌ ଆଗରେ ଧାରଣାରେ ବସିଲେ କର୍ପୋରେଟର ବନ୍ଦିତା ପାଲ । ୩ ବର୍ଷ ହେବ କୋଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ଜଣାପଡିଛି।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଫିସରେ କର୍ପୋରେସନ୍‌ ବୈଠକ ଚାଲିଥିବା ବେଳେ କର୍ପୋରେଟର ବନ୍ଦିତା ପାଲ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *