ନିର୍ମାଣ ହେବ ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଚଳିତ ବର୍ଷ ଅଧିକ ବର୍ଷା ହେବାର ଆକଳନ ହୋଇଛି। ତେଣୁ ବାତ୍ୟା ଆଶ୍ରୟସ୍ଥଳୀ ନିମନ୍ତେ ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି । ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳରେ ସ୍କୁଲ ନିକଟରେ ନିର୍ମାଣ ହେବ । ସୁରେଶ ପୂଜାରୀ ଆଉ ମଧ୍ୟ କହିଛନ୍ତି ବଲବାତ୍ୟା ଆଶ୍ରୟସ୍ଥଳୀ ବହୁମୁଖୀ ହେବ । ବିପର୍ଯ୍ୟୟ ବେଳେ ନେବେ, ଅନ୍ୟ ସମୟରେ ସାମାଜିକ କାର୍ଯ୍ୟରେ ବ୍ୟବହାର ହେବ। ଯାହାଫଳରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବନି । Post navigation ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଦିଆଗଲା Z ସୁରକ୍ଷା ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ