Odisha Govt Notifies New Vigilance And ADJ Courts
ଓଡ଼ିଶା ସରକାରଙ୍କ ଆଇନ ବିଭାଗ ରାଜ୍ୟରେ ୮ଟି ନୂଆ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ (ଏଡିଜେ) କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛି ।
 
ବିଜ୍ଞପ୍ତି ଅନୁଯାୟୀ, ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଜି. ଉଦୟଗିରିରେ ପ୍ରତିଷ୍ଠା ହେବ ।
 
ସେହିପରି ଦୁର୍ନୀତି ମାମଲା ପାଇଁ ୩ଟି ନୂଆ ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ସ୍ଥାପନ କରାଯିବ ।

By Nirvay

Leave a Reply

Your email address will not be published. Required fields are marked *