କାଲି କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିରେ କଂଗ୍ରେସ ଗାଡ଼ି କୁ ଡ୍ରାଇଭର ମହାସଂଘ ଅଟକାଇବନି ବୋଲି ଆଜି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି । କଂଗ୍ରେସ ପୂର୍ବରୁ ଡ୍ରାଇଭର ମହାସଂଘକୁ ଆସନ୍ତା କାଲି ହେଉଥିବା ଆନ୍ଦୋଳନକୁ ଆସୁଥିବା ଲୋକଙ୍କୁ ଛାଡ଼ିବା ପାଇଁ ଅନୁରୋଧ କରିଥିଲା । ତେଣୁ ତାଙ୍କ ଗାଡ଼ି ଅଟକାଇବୁନି ବୋଲି ମହାସଂଘ ସଭାପତି କହିଛନ୍ତି । ତେବେ ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ହଟିବ ବୋଲି ସେ କହିଛନ୍ତି । Post navigation ଆସନ୍ତା ବର୍ଷ ପୁରୀରେ ଅନୁଷ୍ଠିତ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ