Senior IAS officer Ashish Thakare sent on Central deputation
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡରର ୨୦୧୧ ମସିହାର ଆଇଏଏସ ଅଧିକାରୀ ଆଶିଷ ଠାକରେ ।
 
ତାଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି ।
 
ଏହି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ୫ ବର୍ଷ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଶିଷ କେନ୍ଦ୍ର ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ ।
senior-ias-officer-ashish-thakare-sent-on-central-deputation

By Nirvay

Leave a Reply

Your email address will not be published. Required fields are marked *