Odisha CM Hits Back At BJD Over farmers protest
ଓଡ଼ିଶାରେ ଶିଳ୍ପର ଦ୍ରୁତ ବିକାଶ ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଏବଂ ଆର୍ଥିକ ଅଭିବୃଦ୍ଧି ଘଟାଇବା ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଗସ୍ତରେ ଯାଇଛନ୍ତି ।
 
ଏପ୍ରିଲ ୨୪ରୁ ୨୬, ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇ ଇଣ୍ଡିଆ ଷ୍ଟିଲ ସମ୍ମିଳନୀ – ୨୦୨୫ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
 
ସୂଚନା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଷ୍ଟିଲ୍ କନଫରେନ୍ସର ଉଦଘାଟନ କରିବେ । ଏପ୍ରିଲ ୨୫ ତାରିଖରେ ଟାଟା, JSPL, JSW, SAIL ସହ ରାଉଣ୍ଡ ଟେବୁଲ୍ ବୈଠକର ଯୋଜନା ରହିଛି ।

By Nirvay

Leave a Reply

Your email address will not be published. Required fields are marked *