No GST On UPI Transactions
୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସ୍ ଟି ଲାଗୁ କରିବାକୁ ଯୋଜନା କରୁଥିବା ଖବରକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଖଣ୍ଡନ କରିଛନ୍ତି ।
 
ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ ନାହିଁ । UPI ପ୍ରଦାନରେ GST ଲାଗିବା ଖବର ମିଥ୍ୟା ଏବଂ ଖବର ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥ ମନ୍ତ୍ରାଳୟ କହିଛି 
 
ଏହାଦ୍ୱାରା ଗୁଗଲ ପେ, ଫୋନ୍‌ ପେ ଓ ପେଟିଏମ୍‌ର ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆଶ୍ୱସ୍ତି ମିଳିଛି ।
No GST On UPI Transactions

By Nirvay

Leave a Reply

Your email address will not be published. Required fields are marked *