Successful breakthrough of Odisha's longest rail tunnel
ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗ, ୪,୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ T-4 ର ଆଜି ସଫଳ ଭାବେ ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି ।
 
ବୌଦ୍ଧ ଜିଲା ଆଡେଣୀଗଡ ଠାରେ ନିର୍ମାଣଧୀନ ଏହି ରେଳ ପ୍ରକଳ୍ପ ହେଉଛି ଓଡିଶାର ସବୁଠାରୁ ବଡ ଟନେଲ ।
 
ପୁର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରିବ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ ।
 

By Nirvay

Leave a Reply

Your email address will not be published. Required fields are marked *