ରେକର୍ଡ କଲା ସୁନା ଦର । ଦିନକୁ ଦିନ ସୁନା ଦର ବୃଦ୍ଧି ହୋଇ ଆଜି ୯୦ ହଜାର ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୨,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୯୦,୦୦୦ ଟଙ୍କା ରହିଛି। ଆଜି ୪୪୦ ଟଙ୍କା ବଢ଼ି ୯୦ ହଜାରରେ ପହଞ୍ଚିଲା ଦର । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢ଼ି ୮୨,୫୦୦ ହୋଇଛି । ଏବଂ ୧୮ କ୍ୟାରେଟ୍ ର ରେଟ୍ ୬୭,୫୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ରେ ୩୨୦ ଟଙ୍କା ବୃଦ୍ଧି ପାଇଛି।

ସେହିପରି ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *