discontent in Public Hearing on Mining Activities in BaldaFile Pic
କୋରାପୁଟ ଜିଲ୍ଲା, ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଠାରେ ଖଣି ଖନନ ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିରେ, ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟବାସୀ ।
 
ଏହି ପାହାଡର ଖଣିରୁ ଅଲୁମନିୟମ କଞ୍ଚାମାଲ ଉତ୍ତୋଳନ ହେବା ଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବା ସହିତ ଜଳ, ଜମି ଓଜଙ୍ଗଲକୁ ନେଇ ବଞ୍ଚୁଥିବା ହଜାର ହଜାର ଆଦିବାସୀ ପରିବାରଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପଡିବ ।
 
ସେଥିପାଇଁ ବାଲଡା ମା ନାଗେଶ୍ୱରୀ ପାହାଡ ଓ ଗୁମ୍ପାର ଖଣି ଖନନ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *