ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରି ବିଜୟ ହାସଲ କରିଛି । ଏଥିସହ ମାର୍ଚ୍ଚ ୯ ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ପ୍ରଥମ ଟିମ ଭାବେ ଭାରତ ଫାଇନାଲରେ ପ୍ରବେଶ କରିିଥିବା ବେଳେ ନ୍ୟୁଜିଲାଣ୍ଡ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି । ୨୦୦୦ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳିଥିଲେ ଉଭୟ ଦଳ । ୨୫ ବର୍ଷ ପରେ ପୁଣି ଫାଇନାଲରେ ମୁହାମୁହିଁ ହେବାକୁ ଯାଉଛନ୍ତି ଉଭୟ ଟିମ୍ । Post navigation ଖୁବ ଶୀଘ୍ର ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ