OHC prevent action against Bishnupada Sethi

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଲା ଓଡିଶା ହାଇକୋର୍ଟ । ମାର୍ଚ୍ଚ ୪ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ ।

ପୂର୍ବରୁ ତାଙ୍କ ବାସ ଭାବନରେ ସିବିଆଇ ରେଡ ହୋଇଥିଲା । ବିନା କାରଣରେ ସିବିଆଇ ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଉଛି ବୋଲି ସେ ଅଭିଯୋଗ କରିଥିଲେ । ସିବିଆଇ ରେଡ୍‌କୁ ବିରୋଧ କରି ମାମଲା ଦାୟର ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *