ଘୁଞ୍ଚିଲା ରାଜ୍ୟରେ ୨୦୨୩ ବର୍ଷ ପାଇଁ ହେବାକୁଥିବା ଓପିଏସସି ପରିଚାଳିତ ଓସିଏସ୍ ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ ୭ ଦିନ ପରେ ପରବର୍ତ୍ତୀ ତାରିଖ ନେଇ ନିଷ୍ପତି ଗ୍ରହଣ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

ଏହା ସହ opsc.gov.in  ୱେବ୍ ସାଇଟ୍ ରେ ଆଶାୟୀ ପ୍ରାର୍ଥୀ ଅଧିକ ସୂଚନା ପାଇପାରିବେ ।

Leave a Reply

Your email address will not be published. Required fields are marked *