କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍ଚାର୍ଜ ଭାବେ ବୈଜୟନ୍ତ ପଣ୍ଡା ଓ ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନ୍ଚାର୍ଜ ଭାବେ ଦାୟିତ୍ବ ଦେଲା ବିଜେପି । ଉଭୟଙ୍କୁ ନିଯୁକ୍ତି ଦେଲେ ବିଜେପି ସଭାପତି ଜେପି ନଡ୍ଡା। Post navigation କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଗଠନ ହେଲା ଟାସ୍କଫୋର୍ସ ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଭୋଟ; ଝାଡ଼ଖଣ୍ଡ ନିର୍ବାଚନ ନଭେମ୍ବର ୧୩ ଓ ୨୦ ରେ