ଭିଜିଲାନ୍ସ ଜାଲରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍‌ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି। ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଅଫିସ ସମେତ ସରକାରୀ ବାସଭବନ ଓ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଓ କେନ୍ଦୁଝରରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ଉ କରିଛି। ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ଲମ୍ବିଚାଲିଛି। ପ୍ରତିଦିନ କେହି ନ କେହି ଅଧିକାରୀଙ୍କ ଘରେ ଚଢ଼ଉ ଜାରି ରହିଛି।

Leave a Reply

Your email address will not be published. Required fields are marked *