ସୁଭଦ୍ରା ଯୋଜନାକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ସହାୟିକା ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ଆବେଦନ କରିପାରିବେ । ଏମ୍‌ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ନିଯୁକ୍ତ ମହିଳାମାନେ ମଧ୍ୟ ଆବେଦନ କରିପାରିବେ। ଅନ୍ୟ ସମସ୍ତ ମାନଦଣ୍ଡରେ ଯୋଗ୍ୟ ହେଉଥିଲେ ଏହି ଯୋଜନା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *