ଏସସିବିରେ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ବିଦା ହେବେ ଅଭିଯୁକ୍ତ ଡାକ୍ତର ଦୀଲବାଗ ଠାକୁର। ଦିଲବାଗ ଠାକୁରଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ଡିଏମ୍‌ଇଟି ନିର୍ଦ୍ଦେଶ ଦେଇଛନ୍ତି। ୨ମହିଳାଙ୍କ ମେଡିକାଲ ରିପୋର୍ଟ ପୋଲିସକୁ ହସ୍ତାନ୍ତର ହୋଇଛି । ଡିଷ୍ଟ୍ରିକ୍ଟ ହ୍ୟୁମାନ୍ ରାଇଟ୍ ପ୍ରୋଟେକ୍ସନ ସେଲ ଡିଏଚ୍ଆର୍‌ପିସିକୁ ମାମଲାର ତଦନ୍ତ ଭାର ଦିଆଯାଇଛି। ଡିଏଚ୍ଆର୍‌ପିସିର ଜଣେ ମହିଳା ଇନ୍ସପେକ୍ଟର ତଦନ୍ତ କରିବେ।

Leave a Reply

Your email address will not be published. Required fields are marked *