ସିମ୍ ବକ୍ସ ମାମଲାର ତଦନ୍ତ ପାଇଁ ଭୁବନେଶ୍ଵର ପହଞ୍ଚିଲେ ନ୍ୟାସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସିର ଜଣେ ସଦସ୍ୟ । ଭୁବନେଶ୍ବରରେ ପହଞ୍ଚିବା ପରେ ପୋଲିସ କମିଶନରଙ୍କୁ ଭେଟିଥିବା ସୂଚନା । ଓଡିଶାରୁ ଠାବ ହୋଇଥିବା ସିମ୍ ବାକ୍ସର ତଦନ୍ତ କରିବା ସହ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିବ ଏନ୍ଆଇଏ । ଅନ୍ୟପଟେ ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବର୍ତ୍ତମାନ ସିମ୍ ବକ୍ସ ଠାବ ହୋଇଛି। ଏଠାରେ କିଏ ସିମ୍ ବକ୍ସ ଅପରେଟ କରୁଥିଲା ତାହା ନେଇ ଖୋଳତାଡ କରାଯାଉଛି। Post navigation ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍ ରାଜ୍ୟରେ ମିଲ ପିଛା ଟଙ୍କାଏ ବଢିବ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସହାୟତା ରାଶି