ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାରେ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ। ୩୦୦ ଲୋକଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ଲୋକ। ଏନେଇ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଏହି ଘଟଣା ଜଣାପଡିବା ପରେ ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲି। ଏଥିସହ ଏସପି, ଜିଲ୍ଲାପାଳ ଓ ଡ଼ିଜିଙ୍କୁ ସମ୍ପର୍କ କରିବା ପରେ ଘଣ୍ଟାଏ ମଧ୍ୟରେ ପ୍ରାୟ ୩୦୦ ଜଣ ମୁକୁଳିଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି, ଆମେ ମଧ୍ୟ ନଜର ରଖିଛୁ। କିଛି ଲୋକ ଥାନାରେ ଥିବା ବେଳେ କିଛି ଗାଁରେ ଫସିଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । 

Leave a Reply

Your email address will not be published. Required fields are marked *