କୁସ୍ତି ପ୍ରତିଯୋଗିତାରେ ସେମିଫାଇଲାରେ ପହଞ୍ଚିଲେ ଅମନ ସହରାୱତ । ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।ଅଲବାନିଆର ପ୍ରତିଦ୍ବନ୍ଦୀଙ୍କୁ ୧୨-୦ରେ ହରାଇଛନ୍ତି । ଅମନ ସେହରାୱତ ସେମିଫାଇନାଲରେ ଜାପାନର ରି ହିଗୁଚିଙ୍କୁ ସାମନା କରିବେ । ଏହି ମୁକାବିଲା ଭାରତୀୟ ସମୟ ଅନୁସାରେ ରାତି ୯.୪୫ ମିନିଟରେ ଖେଳାଯିବ । Post navigation ମହାପ୍ରଭୁଙ୍କ ଜମି ଦଖଲକାରୀଙ୍କୁ ଚେତାବନୀ; ଖଜଣା ଦେଉନଥିଲେ ହେବ କାର୍ଯ୍ୟାନୁଷ୍ଠାନ ସ୍ପେନକୁ ହରେଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ