ଆଜି ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଆଜି ଦୁଇଟି ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ ୬.୯ ଓ ୭.୧ ବୋଲି ସୂଚନା ମିଳିଛି । ଏହି ଦୁଇଟି ଭୂକମ୍ପ ପରେ ନିକଟବର୍ତ୍ତୀ ଅଞ୍ଚଳରେ ସୁନାମୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଅନ୍ୟପଟେ ଭୂମିକମ୍ପରେ କୌଣସି କ୍ଷତି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ। Post navigation ଓଡ଼ିଶାରେ ପହଞ୍ଚିଲେ ଆରଏସ୍ଏସର ସରସଂଘ ଚାଳକ ମୋହନ ଭାଗବତ ବାଂଲାଦେଶର ହିଂସାକୁ ନେଇ ହାଇ ଆଲର୍ଟରେ ଓଡ଼ିଶା