ଜବରଦଖଲ ଉଛେଦ ନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ମୋହନ ସରକାର । ଝାରସୁଗୁଡ଼ା ବନ୍ଧବାହାଲରେ ପ୍ରଥମ ବୁଲଡୋଜର ଭୁଲିଛି । ଆପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦୋକାନ ଭଙ୍ଗା ହୋଇଛି। ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନରେ ବୁଲଡୋଜର ଭୁଲିଛି । ବୁଲଡୋଜର ଚଢ଼ାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ମାଂସ ଦୋକାନୀ ଏମ୍‌ଡି ସୋନୁ ନାଁରେ ୪ଟି ମାମାଲା ରହିଥିବା ବେଳେ ସୋନୁଙ୍କ ପରିବାର ସଦସ୍ୟଙ୍କ ନାଁରେ ୩୦ଟି ମାମଲା ରହିଛି ।

Leave a Reply

Your email address will not be published. Required fields are marked *