ଉତ୍ତରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା। ବୈଠକରେ ସମ୍ୱଲପୁରରେ ଚଳିତ ବର୍ଷ ମହରମ ପାଳନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମହରମ ବେଳେ ମୁଖ୍ୟ ରାସ୍ତାରେ ଧାର୍ମିକ ଶୋଭାଯାତ୍ରା ବାହାରିବ ନାହିଁ ବୋଲି କୁହାଯାଇଛି। ନିଜ ନିଜ ପଡା ଅଂଚଳରେ ସ୍ଥାନୀୟ ଥାନା ପୋଲିସର ଅନୁମତି ସହ ମହରମ ପର୍ବ ପାରମ୍ପରିକ ରିତୀନୀତି ଅନୁସାରେ ପାଳନ ହେବ।

By Nirvay

Leave a Reply

Your email address will not be published. Required fields are marked *