ବିଜେଡିରେ ଦଳୀୟ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ ଆମେ ସମସ୍ତେ ଏକଜୁଟ ଅଛୁ ବୋଲି କହିଛନ୍ତି । ବିଜେଡିର ୫୭ ଜଣ କର୍ପୋରେଟର ଏକାଠି ଅଛନ୍ତି । ବିଜେଡିର ସବୁ କର୍ପୋରେଟର ଏକାଠି କାମ କରୁଛନ୍ତି । କାହାର ବ୍ୟକ୍ତିଗତ ରାଗରୁଷା ଅଛି ସେକଥା ଆମେ ଜାଣିନୁ କି ମୁଁ କହିପାରିବିନି। ଯେଉଁମାନେ ବିଭୀଷଣ କଥା କହୁଛନ୍ତି ସେକଥା ସେମାନେ କହିପାରିବେ। ହେଲେ ବିଜେଡି ସବୁବେଳେ ଦଳୀୟ କର୍ମୀମାନଙ୍କୁ ଗୁରୁତ୍ୱ ଦେଇଆସିଛି ଓ ଆଗକୁ ମଧ୍ୟ ଦେବ। କାହା ମଧ୍ୟରେ ମତାନ୍ତର ନାହିଁ।

Leave a Reply

Your email address will not be published. Required fields are marked *