ଆଜି ରାଜ୍ୟରେ ସନ୍ଧ୍ୟା ୫ ଟା ସୁଦ୍ଧା ମୋଟ ୬୦.୫୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୬୬.୧୪ % ମତଦାନ ହୋଇଥିବା ବେଳେ ଆସ୍କାରେ ୫୫.୬୫%, କନ୍ଧମାଳ ୫୭ .୪୬%, ବଲାଙ୍ଗୀରରେ ୬୧.୩୫% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୬୧.୫୩ % ମତଦାନ ହୋଇଛି। ଆଜି ପ୍ରବଳ ଖରା ସତ୍ୱେ ବୁଥରେ ଭୋଟରଙ୍କ ଭିଡ ପରିଲକ୍ଷିତ ହେଉଛି। ଶୃଙ୍ଖଳିତ  ମତଦାନ ପାଇଁ ସମସ୍ତ ସୁବିଧା ମଧ୍ୟ କରାଯାଇଛି।

By SonaliP

Leave a Reply

Your email address will not be published. Required fields are marked *